ବକତ
ବକତ
ଉଚ୍ଚାରଣ
ସମ୍ପାଦନାବକ୍ତ, ଖତଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଆରବୀ - ବକ୍ତ୍=ସମୟ; ଫାରାସୀ - ବଖ୍ତ=ଭାଗ୍ୟ, କପାଳ)
ସମ୍ପାଦନା- ୧. ସମୟ —୧. Time.
- ୨. ଉପଯୁକ୍ତ କାଳ —୨. Suitable time; favourable or proper time.
- ୩. ଦିବସର ବିଭିନ୍ନ ସମୟ — ୩. Different times of the day.
- ୪. ଏକଥର ଭୋଜନ କ୍ରିୟା —୪. One meal.
(ଯଥା—ସେ ଦିନକେ ବକତେ ଖାଏ)
- ୫. ସୁଯୋଗ —୫. Oppertunity.
- ୬. ଅଦୃଷ୍ଟ; ଭାଗ୍ୟ —୬. Fortune; luck.
- ୭. ଥର —୭. Time
(ଯଥା—ସେ ମତେ ଆଜିକ ଭିତରେ ୩ ବକତ ଗାଳି ଦେଲାଣି)