ବଏ ଯିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. (ଗାଈ ପ୍ରଭୃତି ସ୍ତ୍ରୀ ପଶୁ) ବୃଷାଦିର ସଙ୍ଗମ— ଲାଭ କରିବା —୧. To be crossed with a bull (said of a cow).
୨. (ପଶୁ) ଗର୍ଭଧାରଣ କରିବା —୨. To conceive.