ବଏଡ଼୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ବୈଦେଶିକ - ବିଶେଷ୍ୟ - (ଇଂ) (ନାମ) ସମ୍ପାଦନା

କେମ୍ୱ୍ରିଜ୍ ବିଶ୍ୱବିଦ୍ୟାଳୟର ଜନୈକ ସଂସ୍କୃତବିତ୍ ଇଂରାଜ ପଣ୍ଡିତ —Boyd; name of a Sanscrit scholar of the Cambridge university.

[ଦ୍ରଷ୍ଟବ୍ୟ —ଏ ସଂସ୍କୃତ ଭାଷାତତ୍ତ୍ୱ ଓ ଅଭିଧାନ ଓ ବ୍ୟାକରଣ ସମ୍ୱନ୍ଧୀୟ ଅନେକ ଗୁଡ଼ିଏ ଗ୍ରନ୍ଥ କରିଥିଲେ]