ବଉ କଥା କହ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ବଙ୍ଗଳାରୁ ଅନୁକୃତ) ସମ୍ପାଦନା

ଶାଖାଶ୍ରୟୀ ବର୍ଗର ୧୬ ୧୭: ଆଙ୍ଗୁଳ ଲମ୍ୱା କୋକିଳ ଜାତୀୟ ପକ୍ଷିବିଶେଷ —Thebrown cickoo; Cuculus Micropterus.

[ଦ୍ରଷ୍ଟବ୍ୟ —ଏମାନଙ୍କ ଗୋଡ଼ରେ ଲୋମ ଅଛି; ପକ୍ଷ ଅପେକ୍ଷା ପୁଚ୍ଛ ଛୋଟ ଏମାନେ କୋକିଳ ପରି ଘୋର କୃଷ୍ଣବର୍ଣ୍ଣ ନୁହନ୍ତି; ପାଉଁଶିଆ ବେକ ଓ ଛାତି ଧୂସରସ ପେଟ ଧଳା; ପୁଚ୍ଛଗ୍ରରେ ଗୋଟିଏ କଳା ଡୋରା ଥାଏ ଶୀତକାଳରେ ଏମାନେ ଏ ଦେଶରେ ଦେଖା ଯାଆନ୍ତି ନାହିଁ ଏମାନେ ବୋବାଇଲା ବେଳେ 'ବଉ କଥା କହ' ଏହିପରି କଳ୍ପତଧ୍ୱନି ଶୁଣାଯାଏ ଏମାନଙ୍କ ଡାକ ବସନ୍ତ ଓ ଗ୍ରାଷ୍ମ— କାଳରେ ସକାଳ ସମୟର ଶୁଣାଯାଏ ଏମାନଙ୍କ ଥଣ୍ଟ କୋଇଲିର ଥଣ୍ଟ ଅପେକ୍ଷା ଲମ୍ୱା ଏମାନେ କୋକିଳ ପରି ପରଭୃତ ]