ବଉଳ ବାଟ
ବଉଳ ବାଟ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାବଉଳ ବାଟ
|
ଦେଶଜ - ବିଶେଷ୍ୟ -
ସମ୍ପାଦନାବିବାହ ବେଳେ କନ୍ୟା ପିନ୍ଧିଥିବା ହଳଦିଆ ପାଞ୍ଚି —A piece of yellow cloth having broad yellow borders used at the time of marriage by the bride.
[ଦ୍ରଷ୍ଟବ୍ୟ —ବରର ପିନ୍ଧିବା ଲୁଗା ଯୋଡ଼ାକୁ ପାଞ୍ଚି ବୋଲାଯାଏ ପାଞ୍ଚିର ଚାଦରର ଗୋଟିଏ କୋଣ ସଙ୍ଗେ ବଉଳବାଟର ଗୋଟିଏ କାନି ଗଇଣ୍ଠା ହୁଏ; ଏ ଗ୍ରନ୍ଥିକୁ ଗଇଣ୍ଠାଳ କହନ୍ତି]