ବଉଲ୍ ଖିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

ଫାଲଗୁନ ପୂର୍ଣ୍ଣିମା ଦିନ ଗ୍ରାମର ପ୍ରତ୍ୟେକ ଗୃହସ୍ଥଙ୍କ ଘରେ ଅନୁଷ୍ଠିତ ଖିଆପିଆ ଉତ୍ସବ — A feast observed by every villager on the fullmoon of 'Phālguna'.