ବଇସୁଲ୍ତାନ୍ରେ ଆସିବା

ବଇସୁଲ୍ତାନ୍ରେ ଆସିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

[ବଇସୁଲ୍ତାନ୍(ନି)ରେ ଉଠିବା—ଅନ୍ୟରୂପ]

ଦେଶଜ - କ୍ରିୟାପଦ - ସମ୍ପାଦନା

(କୌଣସି ଜମିଦାରୀରର ରାଜସ୍ୱ ନିର୍ଦ୍ଧାରିତ କିସ୍ତିରେ ଦିଆ ନ ଯିବାରୁ ତାହା) ନିଲାମ କରାଯିବା ପାଇଁ ବିଜ୍ଞାପିତ ହେବା —(a defaulting Zamindary) To be advertised for sale for arrears of revenue.