ବଇଲ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବଇଲେ—ଅନ୍ୟରୂପ)

ବୈଦେଶିକ - ବି—(ହିନ୍ଦୀ. ବୈଲ୍) ସମ୍ପାଦନା

ବଳଦ — Ox; bullock.

=== ପ୍ରାଦେଶିକ - (ସମ୍ୱଲପୁର) କ୍ରି. (ସଂସ୍କୃତ - ବଦ ଧାତୁ)

(ସେ) ବୋଇଲା; କହିଲା —(he) Said.