ବଇଣା
ବଇଣା
ଉଚ୍ଚାରଣ
ସମ୍ପାଦନାବଏଣା, ବଅଣାଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଆରବୀ - ବୟ୍=ବିକ୍ରୟ+ଫାରାସୀ - ପ୍ରତ୍ୟୟ)—(ଆନା)
ସମ୍ପାଦନାକିଣିବା ବସ୍ତୁ ନିମନ୍ତେ କ୍ରେତାର ବା ଫରମାସ ଦେବା ବ୍ୟକ୍ତିର ବିକ୍ରେତାଙ୍କୁ ଆଗତୁରା ଦେବା ମୂଲ୍ୟାଂଶ; ଅଗ୍ରିମ ମୂଲ୍ୟାଂଶ — Tender; earnest money; advance paid to a vendor.
ତେବେ ଆମକୁ ହଜାର ଟଙ୍କାଟି ବଇବା ଦେଇ ଯାଅ ଭିକାରୀ. ଯୌତୁକ