ବଇଣା
ବଇଣା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ବଏଣା, ବଅଣାଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ବୈଦେଶିକ - ବିଶେଷ୍ୟ - (ଆରବୀ - ବୟ୍=ବିକ୍ରୟ+ଫାରାସୀ - ପ୍ରତ୍ୟୟ)—(ଆନା) ସମ୍ପାଦନା
କିଣିବା ବସ୍ତୁ ନିମନ୍ତେ କ୍ରେତାର ବା ଫରମାସ ଦେବା ବ୍ୟକ୍ତିର ବିକ୍ରେତାଙ୍କୁ ଆଗତୁରା ଦେବା ମୂଲ୍ୟାଂଶ; ଅଗ୍ରିମ ମୂଲ୍ୟାଂଶ — Tender; earnest money; advance paid to a vendor.
ତେବେ ଆମକୁ ହଜାର ଟଙ୍କାଟି ବଇବା ଦେଇ ଯାଅ ଭିକାରୀ. ଯୌତୁକ