ବଇଠା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବେଠା—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - ବିଶେଷ୍ୟ - (ଶୂଦ୍ରାଦିଙ୍କ ବ୍ୟବହୃତ ଭାଷା) ସମ୍ପାଦନା

୧. ପ୍ରଦୀପ — ୧. Lamp.

ବଇଠା ମିଞ୍ଜି ମିଞ୍ଜି ହୋଇ ଜଳୁଅଛି ଫକୀରମୋହନ. ଛମାଣ ଆଠଗୁଣ୍ଠ

୨. (ସଂବିଷ୍ଟ ଉପବେଶନ କରିବା —୨. Sitting.
୩. ବସାଇବା —୩. Causing to sit; setting.
୪. ଦୀପରୁଖା —୪. Lampstand.
୫. ଖୋରଧା ସହରର ଦକ୍ଷିଣ ପଶ୍ଚିମରେ ଏକ ମାଇଲ ଦୂରରେ ଥିବା ପର୍ବତବିଶେଷ —୫. Name of a hill to the south-west of the town of 'Khurdā', at a distance of one mile.