ବଇଠକି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବୈଠକି—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଦୀପାଧାର; ଦୀପରୁଖା; ପିଲିସଜ — ୧. Lampstand.
୨. ଏକପ୍ରକାର ବ୍ୟାୟାମ; ଝୁଲୁଥିବା ଗୋଟିଏ ଦଉଡ଼ାକୁ ଦୁଇହାତରେ ମୁଠାଇ ଧରି ଉଠିବା ଓ ବସିବା ରୂପ ବ୍ୟାୟାମ —୨. Squat; a kind of athletic exercise.
୩. ବଇଠକ (ଦେଖ) - —୩. Baiṭhaka (See)