ବଇଞ୍ଚ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିକଙ୍କତ) ସମ୍ପାଦନା

ଭଇଞ୍ଚି; କଣ୍ଟକଶାଖ ବନ୍ୟ କ୍ଷପ ବିଶେଷ —Flacourtia Cataphracta; Flacourtia Ramontchi; a thorny bush bearing edible berries.

ପୁନ୍ନାଙ୍ଗ ତଲ୍ଲାତକ ବଇଞ୍ଚି ଧାରଞ୍ଜ କୃଷ୍ଣସିଂହ. ମହାଭାରତ ବନ

[ଦ୍ରଷ୍ଟବ୍ୟ —ଏହି ଗୁଳ୍ମ ଦାକ୍ଷିଣାତ୍ୟ, ଲଙ୍କା, ବିହାର, ଓଡ଼ିଶା ଓ ମଧ୍ୟପ୍ରଦେଶ ଅଞ୍ଚଳର ଜଙ୍ଗଲରେ ଜାତ ହୁଏ ଏହାର କାଠ, ଘନ ଓ ଦୃଢ଼; କଣ୍ଟା ଲମ୍ୱ ଓ ମୋଟ ଏହାର କୋଳି ପ୍ରଥମେ ରକ୍ତାଭ ହୁଏ; ପାଚିଲେ କୃଷ୍ଣବର୍ଣ୍ଣ ଓ ମିଠା ହୁଏ; ପାଚିଲା କୋଳି ମନୁଷ୍ୟମାନେ ଖାଆନ୍ତି ଫୁଲ ହଳଦିଆ ଓ ଆପୀତ ଓ ଦଳହୀନ; ଶୀତକାଳରେ ଫୁଟେ ଗଛ ଗ୍ରନ୍ଥିଳ ଏହା ପଡ଼ିଆ ଓ କଙ୍କର ଭୂମିରେ ଜାତ ହୁଏ ବୈଦ୍ୟକ ମତରେ ଏହା ବାତାଦି ଦୋଷନାଶକ ପୂର୍ବକାଳରେ ଏ ଗଛର କାଠରେ ସ୍ରୂବ ତିଆରି କରାଯାଉ ଥିଲା]

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ସମ୍ପାଦନା

ବନଶି — Angling rod and line.