ବଂଶ ବୀଜ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବଂଶ+ବୀଜ) ସମ୍ପାଦନା

୧. ବାଉଁଶ ଗଛର ଧାନ ବା ଚାଉଳ — ୧. Bomboo seeds.
୨. କୁଳର ହେତୁ; ବଂଶର ଆଦି ପୁରୁଷ — ୨. The founder of a family.