ବଂଶ ଗୌରବ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବଂଶ+ଗୌରବ) ସମ୍ପାଦନା

୧. ଆପଣା କୁଳର ସମ୍ମାନ —୧. The glory of one's family.
୨. (ବହୁବ୍ରୀହି) କୀର୍ତ୍ତିଦ୍ୱାରା ବଂଶୋଜ୍ଜ୍ୱଳକାରୀ ବ୍ୟକ୍ତି — ୨. Adding to the glory of one's family or race.