ବଂଶ କ୍ରମ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବି—(୬ଷ୍ଠୀ ତତ୍; ବଂଶ+କ୍ରମ) ସମ୍ପାଦନା

୧. ବଂଶପରମ୍ପରା; ପୁରୁଷାନୁକ୍ରମ; ଧାରାବାହିକ ବଂଶଧରଗଣ — ୧. A family from generation to generation successive generations.
୨. ବଂଶଧରମାନଙ୍କ ଧାରାବାହିକ ଉଲ୍ଲେଖ — ୨. Genealogy.
୩. କୃସିନାମା; ବଂଶବୃକ୍ଷ — ୩. A genealogical tree; pedigree.