ବଂଶୀ ବଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ବୃନ୍ଦାବନର ଯମୁନା ନିକଟସ୍ଥ ବଟ ବୃକ୍ଷ; ଯେଉଁ ବଟ ବୃକ୍ଷ ମୂଳରେ ଶ୍ରୀକୃଷ୍ଣ ବଂଶୀ ବଜାଉ ଥିଲେ —A banyan tree said to be the tree under which Ṡrīkṛushṇa used to blow his flute.

[ଦ୍ରଷ୍ଟବ୍ୟ —ବୃନ୍ଦାବନରେ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ବର ଗଛକୁ ଲୋକେ ବଂଶୀବଟ ବୋଲି ନିର୍ଦ୍ଦେସ ଦିଅନ୍ତି]