ବଂଶୀ ବଜାଇବା
ବଂଶୀ ବଜାଇବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାବଂଶୀ ବଜାଇବା
|
ଦେଶଜ - କ୍ରି. (ସଂସ୍କୃତ - ବଂଶୀ+ବାଦନ)
ସମ୍ପାଦନାମୁଖଦ୍ୱାରା ଫୁଙ୍କି ବଂଶୀ ବାଦନ କରିବା — ୧. To blow a flute.
- ୨. (ଲକ୍ଷଣାର୍ଥ) କୌଣସି ବିଷୟରେ ପରିଶ୍ରମ କରି ନିଷ୍ଫଳ ହେବା —୨. (figurative) To go without any reward after doing a work.
- ୩. ଶକେଇ କରି କାନ୍ଦିବା; ବଂଶୀ ସ୍ୱର ପରି ସ୍ୱର କରି କାନ୍ଦିବା — ୩. To wail plaintively.