ବଂଶୀ ଧ୍ୱନି

ଉଚ୍ଚାରଣ

ସମ୍ପାଦନା

(ବଂଶୀ ରବ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବଂଶୀ+ଧ୍ୱନି)

ସମ୍ପାଦନା

ବଂଶୀ ବାଜିବାର ଶବ୍ଦ —The sound produced by the blowing of a flute.