ବଂଶୀଧର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବଂଶୀଧାରୀ—ଅନ୍ୟରୂପ)

ବଂଶୀଧରା, ବଂଶୀଧାରିଣୀସ୍ତ୍ରୀ

  • (file)

ସଂସ୍କୃତ - ବିଶେଷ୍ୟ - (ଉପପଦ ତତ୍ପୁରୁଷ; ବଂଶୀ+ଧର) ସମ୍ପାଦନା

ଯେ ହାତରେ ବଂଶୀ ଧରି ଥାଏ — Holding a flute.

ବିଶେଷ୍ୟ - ସମ୍ପାଦନା

ଶ୍ରୀକୃଷ୍ଣଙ୍କର ନାମ — A name of Ṡrīkṛshṇa.

ଦେଶଜ - ବିଶେଷ୍ୟ - ସମ୍ପାଦନା

ପୁରୁଷ ଲୋକଙ୍କୁ ଦିଆଯିବା ନାମ — A name given to males.