ବଂଶଜ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବଂଶଜା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ବଂଶ+ଜନ୍ ଧାତୁ+କର୍ତ୍ତୃ. ଅ) ସମ୍ପାଦନା

୧. କୌଣସି ବଂଶରୁ ଜାତ; ବଂଶୀୟ —୧. Born of a family; descended from a family.
୨. ସଦ୍ୱଂଶଜ; କୁଳୀନ; ସତ୍କୁଳପ୍ରସୂତ —୨. Born of a high family; of a respectable family.