ଫଳ ହାନି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଫଳକ୍ଷୟ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଫଳ+ହାନି) ସମ୍ପାଦନା

୧. ଫଳ ନ ଫଳିବାରୁ କ୍ଷତି —Loss of fruit.
୨. ଅକୃତକାର୍ଯ୍ୟତା —୨. Failure.