ଫଳଗ୍ରାହୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଫଳଗ୍ରାହିଣୀ—ସ୍ତ୍ରୀ) 

(ଫଳଭୋଗୀ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଫଳ+ଗ୍ରହ୍ ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଇନ୍) ସମ୍ପାଦନା

ଯେ କୌଣସି ବିଷୟକୁ ଫଳ ଗ୍ରହଣ କରେ —Enjoying or reaping the fruits.