ଫର୍ ଫର୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଫର୍ହର—ଅନ୍ୟରୂପ)

  • (file)

ଅନୁବାଦ ସମ୍ପାଦନା

ଦେଶଜ - (ଧ୍ୱନ୍ୟନୁକରଣ)ଅ (ସଂସ୍କୃତ - ଫର୍ଫର; ଫାରାସୀ - ଫର୍ ଫର୍= ତୁରିତ) ସମ୍ପାଦନା

୧. ପତଳା ଲୁଗାଆଦିର ପବନରେ ଉଡ଼ିବା ଶବ୍ଦ —୧. Flapping sound of the thing flowering in the air.

ଫିଙ୍ଗଳ କେଶ ବେଶ ହୋଇ କୁସୁମରେ ଉଡ଼ୁଛନ୍ତି କେତେ ଉର୍ଦ୍ଧ୍ୱକୁ ଫରଫରେ କୃଷ୍ଣସିଂହ. ମହାଭାରତ ବନ

୨. ଅତିଶୟ; ଖୁବ୍ୱେଶି —୨. Very; much.

(ଯଥା—ଧୋବ ଫର୍ ଫର୍)

୩. ଅତି ଚଞ୍ଚଳ; ତ୍ୱରିତ —୩. Hastily.
୪. ଅଧୀର ରୂପେ —୪. Impatiently.