ଫର୍ ଫର୍
ଫର୍ ଫର୍
ଉଚ୍ଚାରଣ
ସମ୍ପାଦନା(ଫର୍ହର—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - (ଧ୍ୱନ୍ୟନୁକରଣ)ଅ (ସଂସ୍କୃତ - ଫର୍ଫର; ଫାରାସୀ - ଫର୍ ଫର୍= ତୁରିତ)
ସମ୍ପାଦନା- ୧. ପତଳା ଲୁଗାଆଦିର ପବନରେ ଉଡ଼ିବା ଶବ୍ଦ —୧. Flapping sound of the thing flowering in the air.
ଫିଙ୍ଗଳ କେଶ ବେଶ ହୋଇ କୁସୁମରେ ଉଡ଼ୁଛନ୍ତି କେତେ ଉର୍ଦ୍ଧ୍ୱକୁ ଫରଫରେ କୃଷ୍ଣସିଂହ. ମହାଭାରତ ବନ
- ୨. ଅତିଶୟ; ଖୁବ୍ୱେଶି —୨. Very; much.
(ଯଥା—ଧୋବ ଫର୍ ଫର୍)
- ୩. ଅତି ଚଞ୍ଚଳ; ତ୍ୱରିତ —୩. Hastily.
- ୪. ଅଧୀର ରୂପେ —୪. Impatiently.