ଫର୍ଦିଓସି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଫର୍ଦୁସୀ, ଫର୍ଦୋସୀଅନ୍ୟରୂପ

=== ବୈଦେଶିକ - ବିଶେଷ୍ୟ - (ନାମ)

ମାହମୁଦ୍ ଗଜନୀଙ୍କର ସଭାକବି — The court poet of Mahamud of Ghazni.

[ଦ୍ରଷ୍ଟବ୍ୟ — ଏ ଏକାଦଶ ଶତାଦ୍ଦୀର ଜଣେ ମୁସଲମାନ କବି ଏ ରାଜବଂଶାନୁଚରିତ ବା ସାହାନାମା ଗ୍ରନ୍ଥ ରଚନା କରି ସାରିଲେ , ମାମୁଦ୍ ଏହାଙ୍କୁ ଲକ୍ଷେ ଅସରପି (ସ୍ୱର୍ଣ୍ଣମୁଦ୍ରା) ଦେବେ ବୋଲି କହିଥିଲେ ଗ୍ରନ୍ଥ ଶେଷ ହେବା ପରେ ମାହମୁଦ୍ ଏହାଙ୍କୁ ଲକ୍ଷେ ରୌପ୍ୟ ମୂଦ୍ରା ଯାଚିବାରୁ ଏ ତାହା ଫେରାଇ ଦେଲେ ଫର୍ଦିଓସିଙ୍କର ମୃତ୍ୟୁପରେ ମାମୁଦ୍ ତାଙ୍କ ଝିଅଙ୍କୁ ଲକ୍ଷେ ଅସରପି ଦେଲେ ]