ଫରି
ଫରି
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଦେଶଜ - ବିଶେଷ୍ୟ -(ସଂସ୍କୃତ - ଫଳକ; ତୁଳ. ଆରବୀ - ଫରୀକ୍=ସୈନ୍ୟ; ସେନା ଦଳ) ସମ୍ପାଦନା
- ୧. ଫଡ଼ି (ଦେଖ) - —୧. Phaṟḍ̠i (See)
- ୨. ଚମ ଆଢ଼ଣି; ଢାଲ —୨. Shield.
କାମ ଧନୁ ନିତମ୍ୱ ଫରି ମଧ୍ୟେ ରଖି କୃଷ୍ଣସିଂହ. ମହାଭାରତ ବନ
- ୩. ତନ୍ତିଙ୍କର ବ୍ୟବହୃତ ନଟେଇରେ ମଝି ବାଉଁଶ ଦଣ୍ଡକୁ ଧରିବା ଲାଗି ରହିଥିବା ଛକି —୩. A wooden cross- which holds up the stick of a spindle.