ଫରାକତ

ଉଚ୍ଚାରଣ

ସମ୍ପାଦନା

ଫରାଖତ(ତି), ଫରକ(ଖ)ତ(ତି)ଅନ୍ୟରୂପ

  • (file)

ଅନୁବାଦ

ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଫାର୍ଖତ; ଆ ଫାରିଗ୍ଖତ୍= ମୁକ୍ତିପତ୍ର)

ସମ୍ପାଦନା
୧. ମୁକ୍ତିପତ୍ର —୧. Deed of release.
୨. ବିଶୋଧନ ପାଉତି — ୨. A receipt in full satisfaction or discharge.
୩. ଖୋଲା ବା ମୁକ୍ତ ସ୍ଥାନ —୩. Open space.
୪. ସ୍ୱୀକାର ପତ୍ର — ୪. Deed or acknoweledgment.
୫. ଛାଡ଼ ପତ୍ର —୫. A deed divorce.