ଫରଲଙ୍ଗ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଫର୍ଲଙ୍ଗ୍—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଫର୍ଲଙ୍ଗ୍) ସମ୍ପାଦନା

ଇଂରାଜୀ ଦୂରତ୍ୱ ପରିମାଣ ବିଶେଷ; ମାଇଲର ଆଠ ଭାଗରୁ ଏକ ଭାଗ; ୨୨: ଗଜ —Furlong.