ଫରମାନ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ -(ଫାରାସୀ - ଫର୍ମାନ୍; ତୁଳ. ସଂସ୍କୃତ - ପ୍ରମାଣପତ୍ର) ସମ୍ପାଦନା

୧. ପରୁଆନା; ରାଜକୀୟ ଆଦେଶ ପତ୍ର — ୧. King's order; royal mandate.
୨. ଛାମୁ ଚିଟାଉ; ସନନ୍ଦ — ୨. Sandal; firman.