ଫରଦ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଫର୍ଦ୍ଦ, ଫର୍ଦଅନ୍ୟରୂପ

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଫର୍ଦ=ଏକ ସଂଖ୍ୟା) ସମ୍ପାଦନା

୧. କାଗଜ ବା ଲୁଗାର ଏକ ଖଣ୍ଡ — ୧. A piece or standard sheet of cloth or paper.

[ଦ୍ରଷ୍ଟବ୍ୟ —୨୫: ଫରଦ କାଗଜରେ ୧ଦସ୍ତା ଓ ୨ ଦିସ୍ତାରେ ୧ରିମ୍ ହୁଏ, ଏକଖଣ୍ଡ ସାଲକୁ ମଧ୍ୟ ଏକ ଫରଦ ସାଇ ବୋଲାଯାଏ]

୨. ଢାଲିକା —୨. List; inventory; catalogue.

ଏ ଦରବାରର ଆସନ ଫରଦ ଚିତ୍ରଗୁପ୍ତ ପାଞ୍ଜି କରିଦେବ ରଦ ରାଧାନାଥ, ଦରବାର