ଫନ୍ଦିବାଜ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଫନ୍ଦାବାଜ୍, ଫନ୍ଦୀବାଜ୍—ଅନ୍ୟରୂପ)

ଦେଶଜ - ବିଶେଷଣ - ସମ୍ପାଦନା

୧. ଯୋଗାଡ଼ିଆ — ୧. One who makes preparations to bring about a result.
୨. ପଲିସିବାଜ୍; କୌଶଳୀ — ୨. Strategic; artful.
୩. ଉପସ୍ଥିତବୁଦ୍ଧିଶାଳୀ —୩. Having presence of mind; resourceful.
୪. ଯେ ଆପଣାର ଜୀବିକା ନିର୍ବାହ ନିମନ୍ତେ ଉପଯୁକ୍ତ ଉପାୟ ଅବଲମ୍ୱନ କରେ —୪. One who takes to a suitable occupation.