ଫତୁରିଆ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ଫତୁରିଆ ବନା (ନେ) ଇବା—ଅନ୍ୟରୂପ]

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. କୌଣସି ବ୍ୟକ୍ତିକୁ ମିଥ୍ୟାବାଦୀ ବୋଲି ପ୍ରମାଣିତ କରାଇବା —୧. To prove a person to be a liar.
୨. କୌଣସି ବ୍ୟକ୍ତିର ବାକ୍ୟ ବା କଥାକୁ ନିଷ୍ଫଳ କରାଇଦେବା — ୨. To frustrate a person's promise or words.