ଫତୁରିଆ କରିବା
ଫତୁରିଆ କରିବା
ଉଚ୍ଚାରଣ
ସମ୍ପାଦନା[ଫତୁରିଆ ବନା (ନେ) ଇବା—ଅନ୍ୟରୂପ]
ଅନୁବାଦ
ସମ୍ପାଦନାଫତୁରିଆ କରିବା
|
ଦେଶଜ - କ୍ରିୟାପଦ -
ସମ୍ପାଦନା- ୧. କୌଣସି ବ୍ୟକ୍ତିକୁ ମିଥ୍ୟାବାଦୀ ବୋଲି ପ୍ରମାଣିତ କରାଇବା —୧. To prove a person to be a liar.
- ୨. କୌଣସି ବ୍ୟକ୍ତିର ବାକ୍ୟ ବା କଥାକୁ ନିଷ୍ଫଳ କରାଇଦେବା — ୨. To frustrate a person's promise or words.