ଫତୁରିଆ
ଫତୁରିଆ
ଉଚ୍ଚାରଣ
ସମ୍ପାଦନା(ଫତୁରିଖୋର୍—ଅନ୍ୟରୂପ)
(ଫତୁରେଈ—ସ୍ତ୍ରୀ)
ଅନୁବାଦ
ସମ୍ପାଦନାଫତୁରିଆ
|
ଦେଶଜ - ବିଶେଷଣ -
ସମ୍ପାଦନା- ୧. ଫତୁଆ (ଦେଖ) - ୧. Phatuā (See)
- ୨. (ପୁଂ ଓ ସ୍ତ୍ରୀ) ବୃଥା ଭାଷୀ; ବକୁଆ; ବାଚାଳ; ବାବଦୁକ; ଯେ ବୃଥାରେ ଗୁଡ଼ାଏ ବକେ — ୨. Garrulous. talkative.
- ୩. ଉତ୍ପାତକାରୀ —୩. Committing outrages.
- ୪. ବିଦ୍ରୋହୀ —୪. Rebellious; revolting.