ଫତୁରିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଫତୁରିଖୋର୍—ଅନ୍ୟରୂପ)

(ଫତୁରେଈ—ସ୍ତ୍ରୀ) 

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ଫତୁଆ (ଦେଖ) - ୧. Phatuā (See)
୨. (ପୁଂ ଓ ସ୍ତ୍ରୀ) ବୃଥା ଭାଷୀ; ବକୁଆ; ବାଚାଳ; ବାବଦୁକ; ଯେ ବୃଥାରେ ଗୁଡ଼ାଏ ବକେ — ୨. Garrulous. talkative.
୩. ଉତ୍ପାତକାରୀ —୩. Committing outrages.
୪. ବିଦ୍ରୋହୀ —୪. Rebellious; revolting.