ଫଡ଼ିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଫଳକ) ସମ୍ପାଦନା

୧. ଜନ୍ତୁର ଧଡ଼ରୁ ପୃଥକ କରା ଯାଇ ଥିବା ପିଚା ସହିତ ଗୋଡ଼ —୧. Lag separated from the trunk, the part of the body consisting of the rump; rump and leg.
୨. ଚଟୁଆ; ପିଚା ଓ ଜଙ୍ଘ — ୨. Rump; buttock and thigh.


୩. ପିଚା —୩. Buttock.

ବିଶ୍ୱାମିତ୍ର କୁକୁର ମାଉଁସ ଫଡ଼ିଆ ବହି କନ୍ଧି ଦେଶେ ଉଲ୍ଲାସ କରି ହିୟା କୃଷ୍ଣସିଂହ. ମହାଭାରତ ଶାନ୍ତି