ଫଡ଼ା
ଫଡ଼ା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ବଡ଼ ବସ୍ତୁକୁ ଫାଡ଼ିଲେ ବା ଚିରିଲେ ସେଥିରୁ ବାହାରିବା ଲମ୍ୱ ଅଂଶ ବା ଖଣ୍ଡ —୧. A strip or long piece split or separated from the main thing.
(ଯଥା—ଫଡ଼ାଏ କାଠ)
- ୨. ଏକଖଣ୍ଡ —୨. One piece; strip; one slice.
(ଯଥା—ଫଡ଼ାଏ ଆମ୍ୱୁଲ)
- ୩. ମାଂସର ବଡ଼ ବଣ୍ଡ; ବଡ଼ ଛିଲିକା; ଛେଲା — ୩. A big lump of meat.
- ୪. ଫାଡ଼ିବା କର୍ମ — ୪. The act of phāṟḍ̠ibā (See)
ଅନୁବାଦ
ସମ୍ପାଦନାଫଡ଼ା
|
ବିଶେଷଣ -
ସମ୍ପାଦନା- ୧. ଚିରା ହୋଇଥିବା —୧. Split.
- ୨. ପୃଥକ୍ କୃତ; ବିଭକ୍ତ —୨. Separated.