ଫଡ଼ା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ବଡ଼ ବସ୍ତୁକୁ ଫାଡ଼ିଲେ ବା ଚିରିଲେ ସେଥିରୁ ବାହାରିବା ଲମ୍ୱ ଅଂଶ ବା ଖଣ୍ଡ —୧. A strip or long piece split or separated from the main thing.

(ଯଥା—ଫଡ଼ାଏ କାଠ)

୨. ଏକଖଣ୍ଡ —୨. One piece; strip; one slice.

(ଯଥା—ଫଡ଼ାଏ ଆମ୍ୱୁଲ)

୩. ମାଂସର ବଡ଼ ବଣ୍ଡ; ବଡ଼ ଛିଲିକା; ଛେଲା — ୩. A big lump of meat.
୪. ଫାଡ଼ିବା କର୍ମ — ୪. The act of phāṟḍ̠ibā (See)

ଅନୁବାଦ ସମ୍ପାଦନା

ବିଶେଷଣ - ସମ୍ପାଦନା

୧. ଚିରା ହୋଇଥିବା —୧. Split.
୨. ପୃଥକ୍ କୃତ; ବିଭକ୍ତ —୨. Separated.