ଫଟ୍ ଫଟ୍
ଫଟ୍ ଫଟ୍
ଉଚ୍ଚାରଣ
ସମ୍ପାଦନାଫଟର ଫଟର, ଫଟା ଫଟ୍ଅନ୍ୟରୂପ
ଅନୁବାଦ
ସମ୍ପାଦନାଦେଶଜ - (ଧ୍ୱନ୍ୟନୁକରଣ) ଅ.
ସମ୍ପାଦନା- ୧. ଛୋଟ କାଠ ଭାଙ୍ଗିବାର ଶବ୍ଦ — ୧. Popping or cracking sound.
- ୨. କୌଣସି ପଦାର୍ଥ ଫାଟି ଯିବାର ଶବ୍ଦ — ୨. Bursting sound.
ମୂଳି ବାଉଁଶ ଗୁଡ଼ାକ ଫଟ୍ ଫଟ୍ କରି ଫୁଟୁ ଅଛି ଫକୀରମୋହନ ଛମାଣ. ଆଠଗୁଣ୍ଠ
- ୩. ଚଟି ଯୋତା ବା କଠଉ ମାଡ଼ିଲେ ତାହାର ତଳିରେ ଗୋଡର ତଳିପା ଥରକୁ ଥର ଯେଉଁ ଶବ୍ଦ ହୁଏ — ୩. Popping sound produced by the hell coming in contact with the sole of the slipper.