ଫଟା ବିସିନି

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ବ୍ୟସନୀ)

ସମ୍ପାଦନା

ଯାହା ପାଖରେ ପଇସାଏ ନ ଥାଏ, ଅଥଚ ବାହାରେ ବିସିନିପଣିଆ ବା ରସିକତା ଦେଖାଇ ହୁଏ —୧. Penniless yet foppish (person).