ଫଟକାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ହୁରୁଡା଼ଇବା; ତାଳି ମାରି ଚଢେଇଙ୍କୁ ହୁରୁଡ଼ାଇ ଦେବା ଭଳି କରିବା; ଫିଡ଼ିକେଇବା — ୧. To scare away a person (like scaring birds with clapping).
୨. ଫଟ୍ ଫଟ୍ ଶବ୍ଦ କରିବା — ୨. To make cracking sounds.