ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଫଟକାଇବା
ଭାଷା
ଦେଖିବେ
ସମ୍ପାଦନା
ଫଟକାଇବା
ବିଷୟସୂଚୀ
୧
ଓଡ଼ିଆ
୧.୧
ଉଚ୍ଚାରଣ
୧.୨
ଅନୁବାଦ
୧.୩
ଦେଶଜ - କ୍ରିୟାପଦ -
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Phaṭakā ibā
ଆଇ.ପି.ଏ.
— pʰˈʌʈʌkˌaibˌa
ଅନୁବାଦ
ସମ୍ପାଦନା
ଫଟକାଇବା
ହିନ୍ଦୀ:
फटकाना
,
हडकादा
ଦେଶଜ - କ୍ରିୟାପଦ -
ସମ୍ପାଦନା
୧. ହୁରୁଡା଼ଇବା; ତାଳି ମାରି ଚଢେଇଙ୍କୁ ହୁରୁଡ଼ାଇ ଦେବା ଭଳି କରିବା; ଫିଡ଼ିକେଇବା — ୧. To scare away a person (like scaring birds with clapping).
୨. ଫଟ୍ ଫଟ୍ ଶବ୍ଦ କରିବା — ୨. To make cracking sounds.