ଫଗୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଫଲ୍ଗୁ) ସମ୍ପାଦନା

୧. ଫଲ୍ଗୁ; ଅବିର —୧. Red powder (Made from the root of wild ginger).

ଫଗୁ ବର୍ଣ୍ଣୋଦିକ ସର୍ବାଙ୍ଗ ରଞ୍ଜିତ ବିହରନ୍ତ ଯୁବାଦଳ— ରାଧାନାଥ. ପାର୍ବତୀ

୨. (ପୁଂ) ଲୋକଙ୍କୁ ଦିଆଯିବା ନାମ — ୨. A name given to males.