ଫଗୁ
ଫଗୁ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଫଗୁ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଫଲ୍ଗୁ)
ସମ୍ପାଦନା- ୧. ଫଲ୍ଗୁ; ଅବିର —୧. Red powder (Made from the root of wild ginger).
ଫଗୁ ବର୍ଣ୍ଣୋଦିକ ସର୍ବାଙ୍ଗ ରଞ୍ଜିତ ବିହରନ୍ତ ଯୁବାଦଳ— ରାଧାନାଥ. ପାର୍ବତୀ
- ୨. (ପୁଂ) ଲୋକଙ୍କୁ ଦିଆଯିବା ନାମ — ୨. A name given to males.