ଫକ ଫକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଫକର ଫକର, ଫକ ଫକା—ଅନ୍ୟରୂପ)

ଦେଶଜ - (ଧ୍ୱନ୍ୟନୁକରଣ)—ଅ. ସମ୍ପାଦନା

୧. ଡେଇଁ ଡେଇଁ ଚାଲିବା ବା ନାଚିବା ପ୍ରକାରେ — ୧. In a jumping or frisking manner.
୨. ବାଷ୍ପଚାଳିତ ଇଞ୍ଜିନ୍ର ନଳରୁ ବହୁ ପରିମାଣରେ ଧୁଆଁ ବାହାରିବା ପ୍ରକାରରେ —୨. Like smoke coming out of a engine in gushes.

[ଦ୍ରଷ୍ଟବ୍ୟ —ଫକ ଫକ ଓ ଫକର୍ ଫକର୍ ଅପେକ୍ଷା ଫୁକ୍ ଫୁକ୍, ଫୁକୁର୍ (ରୁ) ଫୁକୁର୍ (ରୁ) ଶବ୍ଦ ଡେଇଁବା ଜୀବର କ୍ଷୂଦ୍ରତା ସୂଚନା କରେ ଯଥା, ମାକଡ଼ ଗୁଡ଼ାକ ଗଛରୁ ଫକ ଫକ ଡେଇଁ ପଳେଇଲେ, ଗୁଣ୍ଡଚିମୂଷାଯାକ ଗଛ ଡାଳରୁ ଫୁକ୍ ଫୁକ୍ ଡେଇଁ ପଳେଇଲେ; ବଡ଼ ମନୁଷ୍ୟ ଫକ ଫକ ହୋଇ ଡେଉଁଛି, ଛୁଆପିଲାଟି ଫୁକୁର ଫୁକୁର୍ ହୋଇ ଦଉଡ଼ୁଛି]