ଫକ୍ନା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ସମ୍ପାଦନା

ବଡ଼ମାଛର ପେଟ ଭିତରେ ଥିବା ବାୟୁପୂର୍ଣ୍ଣ ଧଳା ରଙ୍ଗର ଦୁଇ ଅଂଶବିଶିଷ୍ଟ ଥଳି; ମାଛଫଟକା —The air-bladder of a fish.

[ଦ୍ରଷ୍ଟବ୍ୟ —ଏହାକୁ ପିଲାମାନେ ଟିପି ଫୁଟାଇବାକୁ ସୁଖ ପାଆନ୍ତି ଏବଂ ଏହା ଫୁଟାଇଲାବେଳେ ଠୋ ଶବ୍ଦ କରେ]