ଫକ୍କଡ଼

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଫକ(କ୍କ)ଡ଼ି, ଫକ(କ୍କ)ଡ଼ିଆ, ଫକ(କ୍କ)ଡ଼ବାଜ୍, ଫକ(କ୍କ)ଡଂବାଜ୍ଅନ୍ୟରୂପ

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷଣ - (ଆରବୀ - ଫକ୍କର୍=ଶଠ; ଧୂର୍ତ୍ତ) ସମ୍ପାଦନା

୧. ଶଠ; ଧୂର୍ତ୍ତ; ଧଡ଼ୀବାଜ୍ — ୧. Fraudulent.
୨. ପ୍ରବଞ୍ଚକ — ୨. Deceptive; cheating.
୩. ପ୍ରଗଳ୍ଭ; ବାଚାଳ — ୩. Bragging; wagging.
୪. ନିର୍ଦ୍ଧନ; ଗରିବ; କଙ୍ଗାଳ — ୪. Poor; destitute.
୫. ଅପବ୍ୟୟୀ —୫. Squadering; spendthrift.
୬. ଅନ୍ତଃସାରଶୂନ୍ୟ —୬. Unsubstantial.


୭. ତୁଚ୍ଛ; ହେୟ —୭. Meau; despicable.