ଫଉଜଦାରି ଅଦାଲତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଫଉଜଦାରି କୋଟ୍—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଫା) ସମ୍ପାଦନା

ଅପରାଧମାନ ବିଚାର କରାଯିବା ଅଦାଲତ — Criminal Court.

[ଦ୍ରଷ୍ଟବ୍ୟ —ଯେଉଁ ଅଦାଲତରେ ଅପରାଧପାଇଁ ଅଭିଯୁକ୍ତ ବ୍ୟକ୍ତିର ବିଚାର କରାଯାଏ ତାହାକୁ ଫଉଜଦାରି ଅଦାଲତ, ଯେଉଁ ଅଦାଲତରେ ସ୍ୱତ୍ୱ, କ୍ଷତିପୂରଣ, ଋଣ ଓ ଦେୟ ଟଙ୍କା ଆଦିର ଦାବୀ ବିଷୟ ବିଚାର କରାଯାଏ ତାହା ଦେବାନୀ ଅଦାଲତ ଓ ଯେଉଁ ଅଦାଲତରେ ରାଜସ୍ୱ ଓ ଭୂକର ଆଦି ସମ୍ୱନ୍ଧୀୟ ବିଷୟ ବିଚାର କରାଯାଏ ତାକୁ ମାଲ୍ ଅଦାଲତ ବୋଲାଯାଏ]