ଫଉଜ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ଫୌଜ(ଦ)—ଅନ୍ୟରୂପ]

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫା) ସମ୍ପାଦନା

୧. ସୈନ୍ୟ — ୧. Army; host.

ଫଉଜ ତୁଲେ କୂଞ୍ଜହାରେ ରଖାଅ ବେକ୍ରବଲ୍ଲୀ ଧାରିଣୀକି—କବିସୂର୍ଯ୍ୟ. କିଶୋରୀଚମ୍ପୂ ଫ. ଗୀତ

୨. ଜନସମୂହ; ବହୁ ଲୋକ —୨. An assemblage of men; a crowd of people.
୩. ଦଳ; ପହ୍ଲ —୩. Crowd; herd.

(ଯଥା—ଘୁଷୁରି ଫଉଜ, ଗୋରୁ ଫଉଜ ଇତ୍ୟାଦି)