ଫଉଜ
ଫଉଜ
ଉଚ୍ଚାରଣ
ସମ୍ପାଦନା[ଫୌଜ(ଦ)—ଅନ୍ୟରୂପ]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଫା)
ସମ୍ପାଦନା- ୧. ସୈନ୍ୟ — ୧. Army; host.
ଫଉଜ ତୁଲେ କୂଞ୍ଜହାରେ ରଖାଅ ବେକ୍ରବଲ୍ଲୀ ଧାରିଣୀକି—କବିସୂର୍ଯ୍ୟ. କିଶୋରୀଚମ୍ପୂ ଫ. ଗୀତ
- ୨. ଜନସମୂହ; ବହୁ ଲୋକ —୨. An assemblage of men; a crowd of people.
- ୩. ଦଳ; ପହ୍ଲ —୩. Crowd; herd.
(ଯଥା—ଘୁଷୁରି ଫଉଜ, ଗୋରୁ ଫଉଜ ଇତ୍ୟାଦି)