ପଙ୍କତି ଦୂଷକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ପଂକ୍ତି+ଦୂଷକ) ସମ୍ପାଦନା

ପତିତ ବା ସମାଜଚ୍ୟୁତ (ବ୍ୟକ୍ତି); ଯେ ପଂକ୍ତିଭୋଜନରେ ବସିଲେ ତା ସଙ୍ଗେ ବସିବା ବ୍ୟକ୍ତିମାନେ ପତିତ ବା ଦୂଷିତ ହୁଅନ୍ତି — Excommunicated (person).