ପଙ୍କ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପନ୍ଚ ଧାତୁ=ବିସ୍ତାର କରିବା+ଅ) ସମ୍ପାଦନା

୧. କର୍ଦ୍ଦମ; କାଦୁଅ —୧. Mud; mire; soft clay.
୨. ଚନ୍ଦନାଦି କାଷ୍ଠ ମର୍ଦନରୁ ଜାତ ପଙ୍କବତ୍ ପ୍ରଲେପ — ୨. Soft paste.
୩. ପାପ —୩. Sin; guilt.