ପଘା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରଗହ) ସମ୍ପାଦନା

ଗୋମେଷାଦି ବାନ୍ଧିବା ରଜ୍ଜୁ — A halter or rope for tying cattle.

ଗଳାର କୁସୁମହାର ହୋଇଲାକ ପଘାଡ଼ୋର ପ୍ରତାପ. ଶଶିସେଣା