ପଗ ଛଡ଼ା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ପବଛଡ଼ା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - ସମ୍ପାଦନା

(ଆଖୁ ବେତ ଆଦି ଗଛର) ପବ ଡ଼େଙ୍ଗା ହୋଇ ବଢ଼ିଯିବା ଅବସ୍ଥା —The state of the stem of a growing tree becoming long or tall.

ଦେଶଜ - ବିଶେଷଣ - ସମ୍ପାଦନା

ପଗ ଡ଼େଙ୍ଗା ହୋଇ ବଢ଼ିଥିବା (ବୃକ୍ଷ ଆଦି) —With the seam growing tall.

୨. ଯେଉଁ ଲୋକ ଲମ୍ୱରେ ବେଶି ବଢ଼ିଯାଏ —(a person) Who grows taller than ordinary people.