ପଗରା
ସୁନା ରୂଦ୍ରାକ୍ଷ କଣ୍ଠି କିମ୍ୱା ସୁନା ବା ରୂପା କଙ୍କଣ ସୁନ୍ଦର ଦିଶିବା ଲାଗି ଯେଉଁ ସରୁ ସରୁ ଗାର କଟା ଯାଇଥାଏ; ନକାସୀ —Artistic lines drawn on ornaments consisting of golden balls.