ପଗଡ଼ି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରଗ୍ରହ) ସମ୍ପାଦନା

୧. ପାଗ; ଠେକା; ଉଷ୍ଣୀଷ — ୧. Turban; head-dress; a pugree.

ଗଣିବ ନାହିଁ ତୋ ସାଲର ପଗଡ଼ି—ରାଧାନାଥ ଦରବାର

୨. କାନର ନୋଳି —୨. A kind of ear-ring.

[ଦ୍ରଷ୍ଟବ୍ୟ —ଏହା ତଳ କାନରେ ପିନ୍ଧାଯାଏ ଏହା ସାଧାରଣତଃ ବଡ଼ ବଡ଼ ହୋଇଥାଏ]