ପଖିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପକ୍ଷ; ଏହା ପକ୍ଷ ଆକୃତିର ଥିବାରୁ) ସମ୍ପାଦନା

୧. ବର୍ଷାରୁ ରକ୍ଷା ପାଇବା ନିମନ୍ତେ ବ୍ୟବହୃତ ମୁଣ୍ଡଠାରୁ ଜଙ୍ଘ ପର୍ଯ୍ୟ୍ୟନ୍ତ ପଡ଼ୁଥିବା ତାଳପତ୍ର ନିର୍ମିତ ଏକପ୍ରକାର ଘୋଡ଼ଣୀ —୧. A covering made of palm-leaves matted together extending from the head to the things for protecting the body from rain.


୨. ଘରର କାନ୍ଥ ଓ ଖୁଣ୍ଟ ଉପରେ ଥିବା କାଷ୍ଠଖଣ୍ଡ — ୨. A plate of wood passing over the wall and the pillars of a house.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

ଆନୁକୁଲ୍ୟ —Favourableness.

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ - ସମ୍ପାଦନା

୧. ଅନୁକୁଳ — ୧. Favourable.
୨. ପକ୍ଷୀୟ —୨. Belonging to a party.